କୁଲ୍ଜିବା Kuljibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କୁଳ) — ଉଞ୍ଛବୃତ୍ତି ଦ୍ୱାରା ଧାନ ଗୋଟାଇବା; କିଆରିରେ ଧାନ— କଟାଳିଙ୍କଠାରୁ ଖସି ପଡ଼ିଥିବା ଶସ୍ୟାଦି ଗୋଟାଇବା — To pick up grains left in the field by reapers