କୁଲେଇ Kuei

  • ଦେ. ବି. (ସଂ. କୁଲ୍ୟ) — ଛୋଟକୁଲା; ମାଇକିନିଆପିଲା ବା ଶିଶୁବାଳିକାମାନେ ଧୂଳିଘର କରି ଖେଳିବାବେଳେ ବ୍ଯବହୁତ ସାନ କୁଲା — A small winnowing fan used as a playing by girls
  • ଦେ. ବି. (ସଂ. କୁଲ୍ୟ) — ଆଣରେ ପିଲେ କୁଲେଇ, ମେଘ ଯାଉ ବୁଲେଇ। ଶିଶୁବଚନ।