କୁଲୁପି ବରଫ Kulpi barapha

  • ବୈଦେ. ବି. (ଆ. କୁଲ୍ଫୀ+ବର୍ଫ) — ବରଫ ସାହାଯ୍ୟରେ ଜମାଟ କରାଯାଇ ଛାଞ୍ଚରେ ରଖା ଯାଇଥିବା ଦୁଗ୍ଧ — Ice-cream preserved in a metal mould