କୁଲୁକୁଲୁ Kulikulu
- ଦେ. ଅ. (ଧ୍ୱନ୍ୟନୁକରଣ) — ଏକ ସ୍ଥାନରେ ବା ଅଳ୍ପସ୍ଥାନ ମଧ୍ୟରେ ରହି ଅସ୍ଥିର ହେବା; ଖଜ୍ବଜ୍; ଖୁଜୁବୁଜୁ — moving one's body or limbs restlessly within a limited space
- ଦେ. ଅ. (ଧ୍ୱନ୍ୟନୁକରଣ) — ବାଆ କୁଲୁକୁଲୁ କଲା ଲୋ ମା! ଡାଆଣୀ ହାତରେ ବାଡ଼ି, ଦୁଇ ହାତକୁ ଦେଲା ଲୋ ମା! ଦୁଇ ମୁଠା ଚୁଡ଼ି। (ଶିଶୁଗୀତ)