କୁଲିଙ୍ଗ Kuliṅga

  • ଦେ. ବି. (ସଂ. କୁଳିଙ୍ଗ) — ପକ୍ଷୀବିଶେଷ; କପୋତ — Dove
  • ଦେ. ବି. (ସଂ. କୁଳିଙ୍ଗ) — କୁଲିଙ୍ଗ ପକ୍ଷୀ ପତ୍ନୀ ମେଳେ ବସି ଯେ ଥିଲା ବୃକ୍ଷଡାଳେ। ଜଗନ୍ନାଥ, ଭାଗବତ