କୁଲିକୁଲି Kulikuli

  • ପ୍ରାଦେ. (ମେଦିନୀପୁର) ଅ — କେତାକେତା; ଟିକିଟିକି ହୋଇ (ଲୁଗାଆଦି ଚିରିବା) — (Torn) into shreds
  • ପ୍ରାଦେ. (ମେଦିନୀପୁର) ଅ — (ଯଥା—ସେ ଧୁତିଟା କୁଲିକୁଲି ଫାଡ଼ି ଦେଲା।)