କୁଲି ସରଦାର Kulisaradāra

  • ବୈଦେ. ବି. (ତୁର୍କୀ) — ବିଦେଶକୁ ପଠାଯିବା ନିମନ୍ତେ ଚୁକ୍ତିବଦ୍ଧ କୁଲି ସଂଗ୍ରହ କରିବା ନିମନ୍ତେ ଯେଉଁ ବ୍ଯକ୍ତି ମଫସଲରେ ବୁଲେ — A cooly recruiter
  • ବୈଦେ. ବି. (ତୁର୍କୀ) — କେତେଜଣ କୁଲିଙ୍କ ମଧ୍ୟରେ ଦଳପତି — A headman of a gang of coolies