କୁଲାଳ Kulāḻa

  • ସଂ. ବି. ପୁଂ. (କୁ=ମୃତ୍ତିକା+ଲାଳ୍ ଧାତୁ=ଇଚ୍ଛା କରିବା +କର୍ତ୍ତୃ. ଅ) — କୁମ୍ଭକାର; କୁମ୍ଭାର — Potter
  • ସଂ. ବି. ପୁଂ. (କୁ=ମୃତ୍ତିକା+ଲାଳ୍ ଧାତୁ=ଇଚ୍ଛା କରିବା +କର୍ତ୍ତୃ. ଅ) — ବନ୍ୟକୁକ୍କୁଟ — Wild cock
  • ସଂ. ବି. ପୁଂ. (କୁ=ମୃତ୍ତିକା+ଲାଳ୍ ଧାତୁ=ଇଚ୍ଛା କରିବା +କର୍ତ୍ତୃ. ଅ) — ପେଚା — Owl