କୁଲାବୁଲା Kulābulā
- ଦେ. ବି — କୌଣସି ବସ୍ତୁ ଚୋରି ଗଲେ ଚୋରର ନାମ ଜାଣିବା ନିମନ୍ତେ ଗୋଟିଏ କୁଲାକୁ କଉଁଚି ବା କଣ୍ଟାମୁନ ଉପରେ ରଖି ମନ୍ତ୍ର ପଢ଼ି ଯାହା ନାମ ଧରିଲାକ୍ଷଣି କୁଲାଟା ବୁଲିଯାଏ ସେହି ବ୍ଯକ୍ତି ଚୋର ପ୍ରକାଶିତ ହୁଏ, ଏପରି ରୀତିରେ ଯେ ଚୋର ଧରେ — One who performs the process of finding out the name of a thief by means of winnowing fan revolving on a point of a nail or scissors