କୁଲକ୍ଷଣୀ Kulakshaṇī

  • ଦେ. ବିଣ. ସ୍ତ୍ରୀ. (ସଂ. କୁଲକ୍ଷଣା) — କୁଲକ୍ଷଣଯୁକ୍ତା (ସ୍ତ୍ରୀ); ଅଲକ୍ଷଣୀ — (woman) Having bad traits
  • ଦେ. ବିଣ. ସ୍ତ୍ରୀ. (ସଂ. କୁଲକ୍ଷଣା) — ଦୁରାଚାରିଣୀ (ସ୍ତ୍ରୀ) — (woman) Of bad conduct