କୁଲକ୍ଷଣା Kulakshaṇā

  • ଦେ. ବିଣ. ସ୍ତ୍ରୀ — ମନ୍ଦ ଲକ୍ଷଣାଯୁକ୍ତା (ସ୍ତ୍ରୀ); ଅଲକ୍ଷଣୀ — (Woman) Of bad traits
  • ଦେ. ବିଣ. ପୁଂ. (ସଂ. କୁଲକ୍ଷଣ) — କୁଲକ୍ଷଣଯୁକ୍ତ (ପୁରୁଷ); ଅଲକ୍ଷଣା — (person) Having bad traits