କୁର୍ବାନ୍ Kurbān

  • ବୈଦେ. (ଆ) ବିଣ — ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଦିଆଯିବା (ପଶୁ) — (animal) Sacrificed to God
  • ବୈଦେ. (ଆ) ବିଣ — ବଳି ପାଇଁ ଉତ୍ସୃଷ୍ଟ (ଜୀବ) — (animal) Offered or promised to be offered as a sacrifice to God