କୁର୍ବାନି Kurbāni

  • ବୈଦେ. (ଆ) ବି — ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ବଳିଦାନ କ୍ରିୟା — Sacrifice of animals as an offering to God
  • ବୈଦେ. (ଆ) ବି — [ଦ୍ର—ମୁସଳମାନ୍ମାନେ ବକ୍ରୀଦ୍ ପର୍ବରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋରୁ, ଛେଳି, ଓଟ ଓ ଦୁମ୍ବା କୁର୍ବାନି କରନ୍ତି ଓ ଅନ୍ଯ ସମୟରେ ମଧ୍ୟ କୁକୁଡ଼ା ଓ ପଶୁଆଦି ମାନସିକ କରନ୍ତି।]