କୁର୍ପାସକ Kurpāsaka

  • ସଂ. ବି. (କୁର୍ପାସ+ସ୍ୱାର୍ଥେ. କ; ଏହାର ହାତ କହୁଣି ପର୍ଯ୍ୟନ୍ତ ଲାଗି ଥିବାରୁ) — କୁର୍ପାସ (ଦେଖ) — Kurpāsa (See)
  • ସଂ. ବି. (କୁର୍ପାସ+ସ୍ୱାର୍ଥେ. କ; ଏହାର ହାତ କହୁଣି ପର୍ଯ୍ୟନ୍ତ ଲାଗି ଥିବାରୁ) — କୁର୍ତା; ଅଙ୍ଗରଖା — Coat