କୁର୍ନିସ୍ Kurnis

  • ବୈଦେ. ବି. (ଫା. କୋର୍ନିସ୍) — ନଇଁପଡ଼ି ସଲାମ କରିବା — Low obeisance
  • ବୈଦେ. ବି. (ଫା. କୋର୍ନିସ୍) — ରାଜା ଆଦିଙ୍କୁ କରାଯିବା ସଲାମ — A ceremonial salute made to the king and high officers