କୁରୁ Kuru
- ସଂ. ବି. (କୁର୍ ଧାତୁ=ଛେଦନ କରିବା+କର୍ତ୍ତୃ. ଉ; ଯେ ଅନ୍ଯ ରାଜାମାନଙ୍କ ବଳ ଛେଦନ କରିଥିଲେ) — ହସ୍ତିନାର ପ୍ରାଚୀନ ରାଜାବିଶେଷ — An ancient king of Hastinā or Delhi
- ସଂ. ବି. (କୁର୍ ଧାତୁ=ଛେଦନ କରିବା+କର୍ତ୍ତୃ. ଉ; ଯେ ଅନ୍ଯ ରାଜାମାନଙ୍କ ବଳ ଛେଦନ କରିଥିଲେ) — ଭାରତର ଚନ୍ଦ୍ରବଂଶୀୟ ରାଜନ୍ୟ — A king descended from the Lunar race of India
- ସଂ. ବି. (କୁର୍ ଧାତୁ=ଛେଦନ କରିବା+କର୍ତ୍ତୃ. ଉ; ଯେ ଅନ୍ଯ ରାଜାମାନଙ୍କ ବଳ ଛେଦନ କରିଥିଲେ) — (କୃ ଧାତୁ+ଅଧିକରଣେ. ଉ)—ପ୍ରାଚୀନ ଆର୍ଯ୍ୟାବର୍ତ୍ତର ଦେଶବିଶେଷ; ଆଧୁନିକ ଦିଲ୍ଲୀର ଚତୁଃପାର୍ଶ୍ୱସ୍ଥ ପ୍ରାଚୀନ ଦେଶ; ଉତ୍ତରକୁରୁଦେଶ; — An ancient country in North India round the modern Delhi
- ସଂ. ବି. (କୁର୍ ଧାତୁ=ଛେଦନ କରିବା+କର୍ତ୍ତୃ. ଉ; ଯେ ଅନ୍ଯ ରାଜାମାନଙ୍କ ବଳ ଛେଦନ କରିଥିଲେ) — [ଦ୍ର—ପ୍ରାଚୀନ କୁରୁଦେଶ ଦୁଇ ଭାଗରେ ବିଭକ୍ତ ଥିଲା—ଉତ୍ତର-କୁରୁ—ହିମାଳୟର ଉତ୍ତରରେ ଅବସ୍ଥିତ ତିବ୍ୱତ ଓ ପାରସ୍ୟାଦି; ଦକ୍ଷିଣ-କୁରୁ—ହିମାଳୟର ଦକ୍ଷିଣରେ ଅବସ୍ଥିତ ପାଞ୍ଚାଳାଦି।]
- ସଂ. ବି. (କୁର୍ ଧାତୁ=ଛେଦନ କରିବା+କର୍ତ୍ତୃ. ଉ; ଯେ ଅନ୍ଯ ରାଜାମାନଙ୍କ ବଳ ଛେଦନ କରିଥିଲେ) — ପୁରୋହିତ — Priest
- ସଂ. ବି. (କୁର୍ ଧାତୁ=ଛେଦନ କରିବା+କର୍ତ୍ତୃ. ଉ; ଯେ ଅନ୍ଯ ରାଜାମାନଙ୍କ ବଳ ଛେଦନ କରିଥିଲେ) — ଭାତ; ଅନ୍ନ — Boiled rice