କୁରୁକୁରୁ Kurukuru

  • ଦେ. ଅ. (ଧ୍ୱନ୍ୟକରଣ) — ଅଳ୍ପ ଧ୍ୱନି କରି ହସିବାର ଶବ୍ଦ; କୁର୍କୁର୍ — Sound of sweet giggling laughter
  • ଦେ. କ୍ରି. ବିଣ — ଅଳ୍ପ ଧ୍ୱନିଯୁକ୍ତ ହାସ୍ୟ କରି — Giggling
  • ଦେ. କ୍ରି. ବିଣ — ଏମନ୍ତେ ପାଞ୍ଚି ରାଜ ହସିଲା କୁର୍କୁର୍। ସାରଳା, ମହାଭାରତ, ଆଦି।