କୁରାଳିବା Kurāḻibā

  • ଦେ. କ୍ରି. (ସଂ. କୁର୍ ଧାତୁ) — ହାସ୍ୟ ବା କ୍ରୋଧରେ ଗର୍ଜିବା; କୁରୁଳିବା — To roar with delight or rage