କୁରାଳଚକ୍ର Kurāḻachakrā

  • ଦେ. ବି.—(ସଂ. କୁଲାଳଚକ୍ର) — କୁମ୍ଭାର ଚକ୍ର — A potter's wheel
  • ଦେ. ବି.—(ସଂ. କୁଲାଳଚକ୍ର) — କହି ହେଲେ ଅନ୍ତରହିତ, କୁରାଳ ଚକ୍ର ପରାୟେ ଭ୍ରମିଲା ଚିତ୍ତ। ଛାନ୍ଦରତ୍ନାକର।