କୁରଣ୍ଡ Kuraṇḍa
- ସଂ. ବି. (କୁ+ରମ୍ ଧାତୁ= କ୍ରୀଡ଼ା କରିବା+କର୍ତ୍ତୃ. ଡ; ଏହା ମନୁଷ୍ୟର ବୀର୍ଯ୍ୟର କ୍ରୀଡ଼ା ନାଶ କରେ) — ଅଣ୍ଡବୃଦ୍ଧି ରୋଗ; କୋଷବୃଦ୍ଧି — Enlargement of the scrotum; hydrocele; scrotal tumour
- ସଂ. ବି. (କୁ+ରମ୍ ଧାତୁ= କ୍ରୀଡ଼ା କରିବା+କର୍ତ୍ତୃ. ଡ; ଏହା ମନୁଷ୍ୟର ବୀର୍ଯ୍ୟର କ୍ରୀଡ଼ା ନାଶ କରେ) — ବିଶେଷ ବୃଦ୍ଧିପ୍ରାପ୍ତ ଅଣ୍ଡକୋଷ — Very large testicle