କୁମ୍ଭୀର Kumbhīra
- ସଂ. ବି. (କୁମ୍ଭୀ=ମତ୍ସ୍ୟାଦି+ରା ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ) — କିମ୍ଭୀର (ଦେଖ) — Kimbhrīra (See)
- ସଂ. ବି. (କୁମ୍ଭୀ=ମତ୍ସ୍ୟାଦି+ରା ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ) — [ଦ୍ର—ଏମାନେ ସରୀସୃପ, ଅଣ୍ଡଜ ଓ ଉଭୟଚର। ଏମାନଙ୍କର ଲାଞ୍ଜ କରତ ପରି ଦନ୍ତୁର ଓ ଦାଢ଼ୁଆ। ଏମାନେ ଜଳାଶୟକୂଳରେ ଶୁଖିଲାରେ ଗର୍ତ୍ତ କରି ରହନ୍ତି। ଏମାନଙ୍କର ମଳଦ୍ୱାର ନାହିଁ ଓ ଏମାନେ ଯାହା ଖାଆନ୍ତି ତାହା ପଟିବାଟେ ବାନ୍ତି କରନ୍ତି। ଏମାନେ ପାଞ୍ଚ ପ୍ରକାର; ଯଥା— 1 . ଗୁହୁମୁହାଁ ବା ଗୋମୁହାଁ, 2 . ଥଣ୍ଟିଆ ବା ମାଛୁଆ, 3 . ଘଡ଼ିଅଳ ବା ଘଡ଼ିଆଳ ବା ଦାଢ଼ିଆଣୀ, 4 . କୁଜି, ଓ 5 . ଶଙ୍ଖୁଆ।] — [ଦ୍ର—ଏମାନେ ସରୀସୃପ, ଅଣ୍ଡଜ ଓ ଉଭୟଚର ଏମାନଙ୍କର ଲାଞ୍ଜ କରତ ପରି ଦନ୍ତୁର ଓ ଦାଢ଼ୁଆ ଏମାନେ ଜଳାଶୟକୂଳରେ ଶୁଖିଲାରେ ଗର୍ତ୍ତ କରି ରହନ୍ତି ଏମାନଙ୍କର ମଳଦ୍ୱାର ନାହିଁ ଓ ଏମାନେ ଯାହା ଖାଆନ୍ତି ତାହା ପଟିବାଟେ ବାନ୍ତି କରନ୍ତି ଏମାନେ ପାଞ୍ଚ ପ୍ରକାର; ଯଥା—1. ଗୁହୁମୁହାଁ ବା ଗୋମୁହାଁ,2. ଥଣ୍ଟିଆ ବା ମାଛୁଆ,3. ଘଡ଼ିଅଳ ବା ଘଡ଼ିଆଳ ବା ଦାଢ଼ିଆଣୀ,4. କୁଜି, ଓ5. ଶଙ୍ଖୁଆ]