କୁମ୍ଭୀରଦୈତ୍ୟ Kumbhīrada̲i̱tya

  • ଦେ. ବି. (ସଂ. କିର୍ମୀର) — ରାକ୍ଷସବିଶେଷ — Name of a demon
  • ଦେ. ବି. (ସଂ. କିର୍ମୀର) — [ଦ୍ର—ପାଣ୍ଡବମାନେ ଜତୁଗୃହରୁ ପଳାଇ ସୁରନଦୀ ପାର ହେଲାବଳେ ଭୀମସେନ ସେହି ନଦୀକୁ ଡେଇଁ ଏହି ରାକ୍ଷସର ଗର୍ଭକୁ ଚିରି ତାକୁ ବିନାଶ କରିଥିଲେ।]