କୁମ୍ଭୀପାକ Kumbhīpāka
- ସଂ. ବି. (କୁମ୍ଭୀ=ହାଣ୍ଡୀ+ପାକ) — ହାଣ୍ଡିରେ ରନ୍ଧା ହୋଇଥିବା ଖାଦ୍ୟ — Food cooked in an earthen pot
- ସଂ. ବି. (କୁମ୍ଭୀ=ହାଣ୍ଡୀ+ପାକ) — ନରକବିଶେଷ — A particular part of the hell (of the Hindu books)
- ସଂ. ବି. (କୁମ୍ଭୀ=ହାଣ୍ଡୀ+ପାକ) — [ଦ୍ର—ଏଥିରେ ପାପୀମାନଙ୍କୁ ହାଣ୍ଡିରେ ପାକ କଲା ଭଳି ଅଗ୍ନିରେ ପାକ କରାଯାଏ।]