କୁମ୍ଭୀକ Kumbhīka

  • ସଂ. ବି. (କୁମ୍ଭୀ+କ) — ପୁନ୍ନାଗ (ଦେଖ) — Punnāga (See)
  • ସଂ. ବି. (କୁମ୍ଭୀ+କ) — ନାଗକେଶର (ବୃକ୍ଷ) (ଦେଖ) — Nāgakeṡara (tree) (See)
  • ସଂ. ବି. (କୁମ୍ଭୀ+କ) — ପୁଂମୈଥୁନାର୍ଥ ନିୟୋଜିତ ବାଳକ — A catamite