କୁମ୍ଭିଳକ Kumbhiḻaka
- ସଂ. ବି. (କୁମ୍ଭ+ଇଳ +କ) — ଚୌର — Thief
- ସଂ. ବି. (କୁମ୍ଭ+ଇଳ +କ) — ଶ୍ଳୋକାର୍ଥ ଚୌର; ଯେଉଁ ବ୍ଯକ୍ତି ପର ରଚିତ ଭାବ ବା ଶ୍ଳୋକାଂଶକୁ ଗ୍ରହଣ କରି ଶ୍ଳୋକରଚନା କରେ — A plagiarist
- ସଂ. ବି. (କୁମ୍ଭ+ଇଳ +କ) — ଶାଳକ — Wife's brother
- ସଂ. ବି. (କୁମ୍ଭ+ଇଳ +କ) — ଶାଳ (ଗଛ) (ଦେଖ) — Ṡāḻa (tree) (See)
- ସଂ. ବି. (କୁମ୍ଭ+ଇଳ +କ) — ଶାଳ (ଗଛ) (ଦେଖ) — Ṡāḻa (fish) (See)
- ସଂ. ବି. (କୁମ୍ଭ+ଇଳ +କ) — ଗର୍ଭକାଳ ପୂର୍ଣ୍ଣ ନ ହେଉଣୁ ପ୍ରସୂତ ବାଳକ — A child born before time