କୁମ୍ଭିରୀ Kumbhirī

  • ଦେ. ବି. ସ୍ତ୍ରୀ—(ସଂ. କୁମ୍ଭୀର) — କୁମ୍ଭୀର (ଦେଖ) — Kumbhīra (See)
  • ଦେ. ବି. ସ୍ତ୍ରୀ—(ସଂ. କୁମ୍ଭୀର) — ଅଛି ତହିଁ କୁମ୍ଭିରୀ, ସେ ପୂର୍ବେ ଅପସରୀ, ତାହା ଜାଣି ଉପାୟ କଲା। ବିଶ୍ୱନାଥ— ବିଚିତ୍ରରାମାୟଣ।