କୁମ୍ଭିକା Kumbhikā
- ସଂ. ବି. (କୁମ୍ଭିକ+ଆ) — କ୍ଷୁଦ୍ର ଘଟ; ଠେକି; ଘଡ଼ି — A small water-pitcher
- ସଂ. ବି. (କୁମ୍ଭିକ+ଆ) — ଶୈବାଳ — Moss
- ସଂ. ବି. (କୁମ୍ଭିକ+ଆ) — ଜଳକୁମ୍ଭୀ; ବାରିପର୍ଣ୍ଣୀ; ଏକପ୍ରକାର ଦଳ; ବୋରଝାଞ୍ଜି — A kind of acquatic plant
- ସଂ. ବି. (କୁମ୍ଭିକ+ଆ) — ବେଶ୍ୟା — Harlot
- ସଂ. ବି. (କୁମ୍ଭିକ+ଆ) — ନେତ୍ରରୋଗବିଶେଷ — A disease of the eyes