କୁମ୍ଭା Kumbhā
- ସଂ. ବି. ସ୍ତ୍ରୀ. — (କୁମ୍ଭ+ସ୍ତ୍ରୀ. ଅ) — Harlot; whore
- ଦେ. ବି — ଅପରିପକ୍ୱ ନାରିକେଳ; ପଇଡ଼ର ପୂର୍ବାବସ୍ଥାର ନଡ଼ିଆ — A raw cocoanut before it is drinkable
- ଦେ. ବି — କୁମ୍ଭାବାଡ଼ି (ଦେଖ) — Kumbhabāṟḍ̠i (See)
- ପ୍ରାଦେ. (ଗଡଜାତ) ବି — ଏକ ପ୍ରକାର ନାଲିଆ ପକ୍ଷୀ — A kind of red bird
- ପ୍ରାଦେ. (ଗଡଜାତ) ବି — [ଦ୍ର— ଏମାନେ ରାତିରେ ବୋବାନ୍ତି।]