କୁମ୍ଭାବାଡ଼ି Kumbhābāṟḍ̠i

  • ଦେ. ବି — ଭୟଙ୍କର ମାରାତ୍ମକ ହଇଜା; ଚନ୍ଦ୍ରବାଡ଼ି — Virvlent Asiatic Cholera
  • ଦେ. ବି — [ଦ୍ର—ଏଥିରେ କୁମ୍ଭରୁ ପାଣି ଢାଳିଲା ପରି ଝାଡ଼ା ହୁଏ। ସାଙ୍ଗେ ସାଙ୍ଗେ ସନ୍ଧି ହୋଇ ମୃତ୍ୟୁ ହୁଏ।]