କୁମ୍ଭସ୍ଥଳ Kumbhasthaḻa

  • ସଂ. ବି — ହୀତୀର ମସ୍ତକସ୍ଥିତ କୁମ୍ଭାକୃତି ମାଂସଳ ସ୍ଥାନ; ବେକ — The fleshy portion on the head of an elephant
  • ସଂ. ବି — ଗଜଙ୍କର କୁମ୍ଭସ୍ଥଳ ବେନିଖଣ୍ତେ ତୁଟି। ସାରଳା, ମହାଭାରତ, ବିରାଟ।