କୁମ୍ଭାରପୋକ Kumbhārapoka

  • ଦେ. ବି (ସଂ. କୁମ୍ଭକାର ଓ କୀଟ) — କୁମ୍ଭକାର କୀଟ (ଦେଖ) — Kumbhakāra kīṭa (See)
  • ଦେ. ବି (ସଂ. କୁମ୍ଭକାର ଓ କୀଟ) — [ଦ୍ର—ଏମାନଙ୍କର ଦୁଇଟି ପକ୍ଷୀ ଓ 6 ଟି ପାଦ ଅଛି। ଦେହରେ ରଙ୍ଗ ହଳଦିଆ ଓ ମୟୂରକଣ୍ଠିଆ। ଏମାନେ ମାଟିରେ ଗୋଲାକାର ବସା ତିଆରି କରନ୍ତି ଓ ସେଥି ମଧ୍ୟରେ ଶାଗୁଆ ରଙ୍ଗର ଏକପ୍ରକାର ପୋକକୁ ଧରି ଆଣି ରଖି ସେହି ବସାର ମୁହଁକୁ ମାଟିଦ୍ୱାରା ବନ୍ଦ କରି ଦିଅନ୍ତି। କେତେକ ଦିନ ପରେ ସେହି ବସା ମଧ୍ୟରୁ ତାହାପରି ଗୋଟିଏ ପୋକ ସେହି ବସାର ମୁହଁକୁ କାଟି ମେଲାକୁ ବାହାରି ଉଡ଼ିଯାଏ।] — [ଦ୍ର—ଏମାନଙ୍କର ଦୁଇଟି ପକ୍ଷୀ ଓ6ଟି ପାଦ ଅଛି ଦେହରେ ରଙ୍ଗ ହଳଦିଆ ଓ ମୟୂରକଣ୍ଠିଆ ଏମାନେ ମାଟିରେ ଗୋଲାକାର ବସା ତିଆରି କରନ୍ତି ଓ ସେଥି ମଧ୍ୟରେ ଶାଗୁଆ ରଙ୍ଗର ଏକପ୍ରକାର ପୋକକୁ ଧରି ଆଣି ରଖି ସେହି ବସାର ମୁହଁକୁ ମାଟିଦ୍ୱାରା ବନ୍ଦ କରି ଦିଅନ୍ତି କେତେକ ଦିନ ପରେ ସେହି ବସା ମଧ୍ୟରୁ ତାହାପରି ଗୋଟିଏ ପୋକ ସେହି ବସାର ମୁହଁକୁ କାଟି ମେଲାକୁ ବାହାରି ଉଡ଼ିଯାଏ]