କୁମ୍ଭମେଳା Kumbhameḻā

  • ଦେ. ବି. — ବାର ବର୍ଷରେ ଫାଲଗୁନ ମାସରେ ପ୍ରୟାଗ ଓ ହରିଦ୍ୱାରରେ ହିନ୍ଦୁମାନଙ୍କର ଯେଉଁ ଗଙ୍ଗାସ୍ନାନ ମେଳା ହୁଏ — A bath which is taken by the Hindus in the Ganges at Prayāg (Allahabad) and Hardwar in the month of Falguna once in 12 years
  • ଦେ. ବି. — [ଦ୍ର—ଏ ସମୟରେ ଚାନ୍ଦ୍ରମାନ ମାଘମାସ ପୂରି ନ ଥାଏ ଓ ସୌର ମାନ କୁମ୍ଭମାସ ପଡ଼ିଥାଏ; ଏହା ତ୍ରିବେଣୀସଙ୍ଗମରେ ସ୍ନାନଯୋଗ]