କୁମ୍ଭକ Kumbhaka
- ସଂ. ବି. (କୁମ୍ଭ+କ) — (ଯୋଗ) ଦକ୍ଷିଣହସ୍ତଦ୍ୱାରା ଦୁଇ ନାସପୁଟ ବନ୍ଦ କରି ବାମ ନାସାଦ୍ୱାରା ପେଟକୁ ନିଆ— ଯାଇଥିବା ଶ୍ୱାସବାୟୁ ନିରୋଧନ; ପ୍ରାଣୟମରେ ବାୟୁ— ନିରୋଧ କ୍ରିୟା; ଦୁଇ ନାସପୁଟ ବନ୍ଦ କରି ବାୟୁ—ସ୍ତମ୍ଭନରୂପ ଯୋଗାଙ୍ଗ — A religious practice (exercise in breathing) consisting in closing the nostril and mouth so as to retain the breath taken in for a considerable length of time
- ସଂ. ବି. (କୁମ୍ଭ+କ) — [ଦ୍ର— ପୂରକଦ୍ୱାରା ବାମାନାସାପୁଡ଼ା ବାଟେ ପେଟକୁ ପବନ ନେବାକୁ ହୁଏ; କୁମ୍ଭକଦ୍ୱାରା ପବନକୁ ନିରୋଧ କରାଯାଏ ଓ ରେଚକ ଦ୍ୱରା ଡାହାଣପୁଡ଼ାରେ ପବନ ଛାଡ଼ିବାକୁ ହୁଏ।]
- ସଂ. ବି. (କୁମ୍ଭ+କ) — ସ୍ତମ୍ଭର ମୂଳଦେଶ — 1. Base of a column