କୁମ୍ଭକାର Kumbhakāra
- ସଂ. ବି. (କୁମ୍ଭ+କୃ ଧାତୁ+ କର୍ତ୍ତୃ. ଅ) — ମାଟିପାତ୍ର ତିଆରି କରିବା ଜାତି; କୁମ୍ଭାର — Potter
- ସଂ. ବି. (କୁମ୍ଭ+କୃ ଧାତୁ+ କର୍ତ୍ତୃ. ଅ) — କୁମ୍ଭକାରୀ କୁମ୍ଭକାରିକା ସ୍ତ୍ରୀ — କୁମ୍ଭକାରୀ କୁମ୍ଭକାରିକାସ୍ତ୍ରୀ
- ସଂ. ବି. (କୁମ୍ଭ+କୃ ଧାତୁ+ କର୍ତ୍ତୃ. ଅ) — ସଙ୍କରଜାତିବିଶେଷ — Name of a mixed caste
- ସଂ. ବି. (କୁମ୍ଭ+କୃ ଧାତୁ+ କର୍ତ୍ତୃ. ଅ) — ବିପ୍ରଔରସରେ ବୈଶ୍ୟା ଗର୍ଭଜାତ ସନ୍ତାନ — A son born of a Ba̲i̱ṡya woman by a Brāhamṇa male