କୁମୁଦହାସ୍ୟ Kumudahāsya

  • ଦେ. ବି — ପ୍ରସ୍ପୁଟିତ କଇଁ — Full bloom water-lily
  • ଦେ. ବି — ଆନନ୍ଦ ହାସ୍ୟ — Laughter due to delight
  • ଦେ. ବି — ବୀଚିବାହୁ - ବିନା ଚକିତ କୁମୁଦ ରସ—ଭଞ୍ଜ, ବୈଦେହୀଶବିଳାସ।