କୁବ୍ଜ Kubja
- ସଂ. ବିଣ. ପୁଂ. (କୁ=ଇଷତ୍+ଉବ୍ଜ=ଋଜୁ ହେବା+ଭାବ. ଅ) — ଉପର ଆଡ଼କୁ ବଙ୍କାଇଥିବା; ଆବୁଆ — Conuex
- ସଂ. ବିଣ. ପୁଂ. (କୁ=ଇଷତ୍+ଉବ୍ଜ=ଋଜୁ ହେବା+ଭାବ. ଅ) — ଉନ୍ନତପୃଷ୍ଠ; କୁଜା — Humpbacked; crooked (male)
- ବି. — ପିଠିର କୁଜ — Hump on the back
- ବି. — ବକ୍ରପୃଷ୍ଠ ଖଡ୍ଗ — Curved sword