କୁବେଳ Kubeḻa

  • ସଂ. ବି. (କୁ=ପୃଥିବୀ+ବେଳ=ଚଞ୍ଚଳ ହେବା+କର୍ତ୍ତୃ. ଅ) — କୁବଳୟ; ପଦ୍ମ — Lotus
  • ଦେ. ବି. (ସଂ. କୁବେଳା) — ମନ୍ଦ ସମୟ — Bad time