କୁନ୍ଦୁରି Kunduri

  • ପ୍ରାଦେ. (ସିଂହଭୂମ ଓ ସମ୍ବଲପୁର) ବି. (ସଂ. କୁନ୍ଦୁରୁକୀ) — ଏକ ପ୍ରକାର ବନ୍ୟ ଫଳ ଓ ତାହାର ଲତା। ବିମ୍ବ; କୁଷ୍ମାଣ୍ଡାଦି ବର୍ଗର ଲତାରୁ ଉତ୍ପନ୍ନ କୁଆ ମଇତା ଫଳ। ପଟୋଳ ଜାତୀୟ ବନ୍ୟ ଲତା ଫଳବିଶେଷ; ମଟ— ମଟକା ଫଳ — A kitchen-fruit; Trichosanthes Cucumerina
  • ପ୍ରାଦେ. (ସିଂହଭୂମ ଓ ସମ୍ବଲପୁର) ବି. (ସଂ. କୁନ୍ଦୁରୁକୀ) — [ଦ୍ର—ଏହାକୁ ଭଜା ଓ ତରକାରୀ କରି ଖାଆନ୍ତି।]