କୁନ୍ଦିବା Kundibā
- ଦେ. କ୍ରି. (ସଂ. କୁନ୍ଦ) — କୁନ୍ଦରେ ବସାଇ ଗୋଲ ଓ ଚିକ୍କଣ କରିବା — To turn and cut a thing to the required shape and polish by the lathe
- ଦେ. କ୍ରି. (ସଂ. କୁନ୍ଦ) — କାମ କୁନ୍ଦରେ କୁନ୍ଦିଥିବ ବିଧି—ପ୍ରାଚୀ, ରହସ୍ୟମଞ୍ଜରୀ।
- ଦେ. କ୍ରି. (ସଂ. କୁନ୍ଦ) — ଟାଙ୍କେ ମାଡ଼ ଦେବା ଓ ପ୍ରହାର କରିବା — To give a sound beating with a cudgel or the stock gun
- ଦେ. କ୍ରି. (ସଂ. କୁନ୍ଦ) — ଠେଙ୍ଗାର ମୁଣ୍ଡିଦ୍ୱାରା ଛେଚାମାଡ଼ ଦେବା — To beat with the thicker end of a cudgel held upright
- ଦେ. କ୍ରି. (ସଂ. କୁନ୍ଦ) — ଠେଙ୍ଗାମୁଣ୍ଡିଦ୍ୱାରା ଛେଚିବା ଭଳିଆ ପ୍ରହାର କରିବା — To beat hard as with the thick end of a cudgel or stock of gun