କୁନ୍ଦା Kundā

  • ଦେ. ବିଣ — କୁନ୍ଦଯନ୍ତ୍ରରେ ପାଲିସ୍ କରା ଯାଇଥିବା; କୁନ୍ଦରେ ଗଢ଼ା ହୋଇଥିବା — Turned on the lathe
  • ଦେ. ବି — କୁନ୍ଦିବା ଯନ୍ତ୍ର; ଭ୍ରାମ୍ୟମାଣ ଗୋଲାକାର ଯନ୍ତ୍ର; ଶାଣଚକ — Turners lathe
  • ଦେ. ବି — ପ୍ରହାର; ମାଡ଼ — Sound beating
  • ଦେ. ବି — କୁନ୍ଦିବା — The work of turning on the lathe
  • ଦେ. ବି — କୁନ୍ଦନ — Artistic mode of setting gems on gold
  • ଦେ. ବି — ଛୋଟ ଓ ମୋଟ ଠୋଙ୍ଗଣୀ — Cudgel
  • ବୈଦେ. ବି. (ଫା) — ବନ୍ଧୁକର ମୂଳ କାଠ ନିର୍ମିତ ଅଂଶ — The stock of a gun