କୁନ୍ଦଦନ୍ତୀ Kundadantī

  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; କୁନ୍ଦ+ଦନ୍ତ+ଈ) — କୁନ୍ଦ-କଢ଼ ପରି ସରୁ ଓ ସୁନ୍ଦର ଦନ୍ତବିଶିଷ୍ଟା (ସ୍ତ୍ରୀ) — (a woman) Having teeth as beautiful as the bud of 'Kunda' flower