କୁନ୍ଥ୍ (ଧାତୁ) Kunth (root)

  • ସଂ — କଷ୍ଟ ପାଇବା — To suffer pain
  • ସଂ — କୁନ୍ଥାଇବା — To strain; to exert
  • ସଂ — ଲାଗି ରହିବା — To cling to
  • ସଂ — ଆଘାତ କରିବା — To hurt
  • ସଂ — କ୍ଳେଶ ଦେବା — To afflict
  • ସଂ — ଗୁଡ଼େଇ ହେବା; ଆଲିଙ୍ଗନ କରିବା — To twine round; to embrace. (M.W.)