କୁନ୍ଥେଇ କୁହୁରି ହେବା Kunthei kuhuri hebā

  • ପ୍ରାଦେ. (ସମ୍ବଲପୁର) କ୍ରି. — ମୁଖରେ ଅତି ବ୍ୟସ୍ତ ଭାବ ପ୍ରକାଶ କରିବା — To give vent to restlessness and pain
  • ପ୍ରାଦେ. (ସମ୍ବଲପୁର) କ୍ରି. — କୁନ୍ଥୁ କୁନ୍ଥୁ (ଦେଖ) — Kunthu kunthu (See)