କୁଦୃଷ୍ଟି Kudṛushṭi

  • ସଂ. ବି. (କର୍ମଧା; କୁ+ଦୃଷ୍ଟି) — ଦୁର୍ବଳ ଦୃଷ୍ଟିଶକ୍ତି — Weak eye-sight
  • ସଂ. ବି. (କର୍ମଧା; କୁ+ଦୃଷ୍ଟି) — ବିଷଦୃଷ୍ଟି; ବେଅନୁଗ୍ରହ ଦୃଷ୍ଟି — Unfavourable look; evil eye
  • ସଂ. ବି. (କର୍ମଧା; କୁ+ଦୃଷ୍ଟି) — ମନ୍ଦ ଲାଳସା ବା ଅଭିଳାଷଯୁକ୍ତ ଦୃଷ୍ଟି — Sinister look; avaricious glance
  • ସଂ. ବି. (କର୍ମଧା; କୁ+ଦୃଷ୍ଟି) — ବେଦବିରୁଦ୍ଧ ମତ (ଯଥା—ସାଂଖ୍ୟ ମତ) — Heterodox doctrine (Apte)
  • ସଂ. ବିଣ (ବହୁବ୍ରୀହି) — ମନ୍ଦଚକ୍ଷୁଯୁକ୍ତ — Having bad eyes (M.W.)