କୁଥଲ୍ Kuthal

  • ପ୍ରାଦେ. (ସମ୍ବଲପୁର) ବି — ଝୁଲିମୁଣି; କୋଥଳି — Wallet; pouch
  • ପ୍ରାଦେ. (ସମ୍ବଲପୁର) ବି — ଟଙ୍କାମୁଣା; ଥଳି — Money-bag
  • ପ୍ରାଦେ. (ସମ୍ବଲପୁର) ବି — ଖେଳିବା ତାସ୍ର କଳାପାନ ରଙ୍ଗ; ଇସ୍କାପାନ୍ — The black leaf-shaped pip of the playing cards; spade