କୁଥମ Kuthama

  • ସଂ. ବି — ସାମବେଦର ଶାଖାବିଶେଷ — Name of a branch of the Sāmabeda
  • ଦେ. ବି — ଆବୁ; ଅର୍ବୁଦ — Gall; tumour
  • ଦେ. ବି — କୁଥମର ଶଦୃଶରେ ନାଭିଗଣ୍ଡ ଅଛି—ସାରଳା, ମହାଭାରତ, ବନ।