କୁତ୍କୁତ୍ Kutkut
- ଦେ. ବି. (ସଂ. କୁତୁ=କୌତୁକ) — ଦେହର ସନ୍ଧିସ୍ଥଳରେ ଅଙ୍ଗୁଳିଚାଳନ — Titillation; tickling
- ଦେ. ବି. (ସଂ. କୁତୁ=କୌତୁକ) — ଦେହର ସନ୍ଧିସ୍ଥଳରେ ଅଙ୍ଗୁଳିଚାଳନଜନିତ ହର୍ଷ ବା ରୋମାଞ୍ଚ — Sensation of tingling due to touching soft and sensitive parts of the limbs by finger-tips