କୁତ୍କୁତ୍ କରିବା Kutkut karibā

  • ଦେ. କ୍ରି. (ସଂ. କୁତ; ସଂ.ରେ କୁତୁକୁତୁୟତି ଶଦ୍ଦର ବ୍ଯବହାର ଅଛି. ଯୋଗେଶଚନ୍ଦ୍ର) — ଦେହର ସନ୍ଧିସ୍ଥାନବିଶଷରେ ଅଙ୍ଗୁଳି ଚାଳନ କରିବା; କୁତୁରୁ କୁତୁରୁ କରି ରୋମାଞ୍ଚ ଓ ହାସ୍ୟ ଉତ୍ପାଦନ କରିବା — To tickle; to titillate; to tingle the sensitive part of another's body by softly touching it with finger-tips