କୁତ୍କୁତି Kutkuti

  • ଦେ. ବି — ଦେହରେ ଯେଉଁ ସଦ୍ଧିସ୍ଥଳରେ ଅଳ୍ପ ମାତ୍ର ଅଙ୍ଗୁଳି ଚାଳନ କରିବା ମାତ୍ରେ ହର୍ଷ ଓ ରୋମାଞ୍ଚ ଉତ୍ପାଦିତ ହୁଏ — Tender parts of the body prone to titillation at a slight fingering
  • ଦେ. ବି — ଅଳ୍ପ ମାତ୍ରାରେ କୁତ୍କୁତ୍ କଲେ ଶୀଘ୍ର ବା ଅକ୍ଳେଶରେ ରୋମାଞ୍ଚିତ ବା ହୃଷ୍ଟ ହେବାର ପ୍ରକୃତି — Proneness to be excited by titillation (more easily than other)