କୁତ୍କୁତିଆ Kutkutiā

  • ଦେ. ବିଣ. ଫୁ — ଯେଉଁ ପୁରୁଷ ସାମାନ୍ୟ କୁତ୍କୁତ୍ରେ ହସି ଉଠେ ଓ ଅସ୍ଥିର ହୋଇ ପଡ଼େ — (a male) Prone to be easily titillated or excited or excited at a slight touch in the tender perts